অর্থ : ଗଳାର ଉପର ଅଙ୍ଗର ମନ୍ୟ ଭାଗ
							উদাহরণ : 
							ରାମର ମୁହଁ ଖୁସିରେ ଝଲକୁଥିଲା  ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି  ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
							
সমার্থক : ଆନନ, ଚେହେରା, ମୁଖ ମଣ୍ଡଳ, ମୁହଁ
অন্য ভাষালৈ অনুবাদ :
The front of the human head from the forehead to the chin and ear to ear.
He washed his face.অর্থ : ଯେଉଁ ଅଙ୍ଗଦ୍ୱାରା ପ୍ରାଣୀ କଥାବାର୍ତ୍ତା କରେ ଓ ଭୋଜନ କରେ
							উদাহরণ : 
							ସେ ଏତେ ଡରିଯାଇଥିଲେ ଯେ ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନଥିଲା
							
অন্য ভাষালৈ অনুবাদ :
The opening through which food is taken in and vocalizations emerge.
He stuffed his mouth with candy.