অর্থ : କିଛି ବିଶିଷ୍ଟ ଉତ୍ପାଦ ବା ସେବାର ଉପଯୋଗ କରୁଥିବା ଗ୍ରାହକ
							উদাহরণ : 
							ବର୍ତ୍ତମାନ ଏହି କାରର ବିକ୍ରି ନାହିଁ
							
অন্য ভাষালৈ অনুবাদ :
The customers for a particular product or service.
Before they publish any book they try to determine the size of the market for it.অর্থ : ଯେଉଁ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଜିନିଷ ବିକ୍ରି ହୁଏ
							উদাহরণ : 
							ସେ କିଛି ଜିନିଷ କିଣିବାପାଇଁ ବଜାର ଯାଇଛି
							
সমার্থক : ମାର୍କେଟ
অন্য ভাষালৈ অনুবাদ :
অর্থ : ବିଭିନ୍ନ ପ୍ରକାରର ଜିନିଷ ବିକ୍ରି ହେଉଥିବା ଦୋକାନ
							উদাহরণ : 
							ଆମ୍ଭେମାନେ ବଜାରଉ କିଛି ଆବଶ୍ୟକ ସାମଗ୍ରୀ କିଣିଲୁ