অর্থ : ଯେଉଁ ଫସଲ ଏବେବି ଖେତରେ ଅଛି, କଟା ହୋଇନାହିଁ
							উদাহরণ : 
							ଠିଆ ହୋଇଥିବା ଧାନ ଫସଲ ଏବେ କାଟିବା ଯୋଗ୍ୟ ହୋଇଗଲାଣି  କୃଷକ ଫସଲ କାଟିବାକୁ ଗଲାଣି
							
সমার্থক : ଠିଆ ଫସଲ
অন্য ভাষালৈ অনুবাদ :
অর্থ : କ୍ଷେତରେ ଉତ୍ପନ୍ନ କରାଯାଉଥିବା ଶସ୍ୟଆଦି ଯାହା ଏବେ ଛୋଟ ଚାରା ଆକାରରେ ଲଗାଯାଇଛି
							উদাহরণ : 
							ଏ ବର୍ଷ ବର୍ଷା କମ୍ ହେବାରୁ ଧାନ ଫସଲ ଭଲ ହୋଇନାହିଁ
							
সমার্থক : ଶସ୍ୟ
অন্য ভাষালৈ অনুবাদ :