অর্থ : ପାଇବା, ହାତକୁ ଆସିବା ବା ମିଳିବାର କ୍ରିୟା ବା ଭାବ
							উদাহরণ : 
							ତାଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହେଲା
							
সমার্থক : ମିଳିବା, ସଂପ୍ରାପ୍ତି
অন্য ভাষালৈ অনুবাদ :
অর্থ : ଆଠଟି ସିଦ୍ଧି ମଧ୍ୟରୁ ଗୋଟିଏ
							উদাহরণ : 
							ପ୍ରାପ୍ତିକୁ ପ୍ରାପ୍ତହେଲେ ମନୁଷ୍ୟକୁ ଇପ୍ସିତ ବସ୍ତୁ ମିଳେ
							
অন্য ভাষালৈ অনুবাদ :