অর্থ : ଯାହାର ପ୍ରତାପ ବା ପ୍ରଭାବ ହୁଏ
							উদাহরণ : 
							ପ୍ରଭାବଶାଳୀ ଠାକୁରଙ୍କୁ ଗାଁର ସବୁଲୋକ ସମ୍ମାନ ଦିଅନ୍ତି
							
সমার্থক : ପ୍ରତାପୀ, ପ୍ରଭାବଶାଳୀ, ପ୍ରଭାବଶୀଳ
অন্য ভাষালৈ অনুবাদ :
অর্থ : ପ୍ରଭାବ ପକାଇବାବାଲା
							উদাহরণ : 
							ଏହା ବହୁତ ପ୍ରଭାବଶାଳୀ ଔଷଧଏହି ଔଷଧ ବହୁତ ପ୍ରଭାବଶାଳୀ
							
সমার্থক : ପ୍ରଭାବକ, ପ୍ରଭାବକାରୀ, ପ୍ରଭାବଶାଳୀ, ପ୍ରଭାବିତ