অর্থ : ପ୍ରବେଶ କରିବା କାମ ଅନ୍ୟ କାହାଦ୍ୱାରା କରାଇବା
							উদাহরণ : 
							ସେ ଚୌକିଦାରଦ୍ୱାରା ମୋତେ ବଗିଚାରେ ପ୍ରବେଶ କରାଇଲା
							
অন্য ভাষালৈ অনুবাদ :
অর্থ : କୌଣସି ନିଶ୍ଚିତ ସୀମା, ସ୍ଥାନ ଆଦି ଭିତରକୁ ପଶାଇବା
							উদাহরণ : 
							ସେ ଜବରଦସ୍ତି ଦୁଇଜଣ ଲୋକଙ୍କୁ ସିନେମା ଘରେ ଭର୍ତ୍ତି କରାଇଦେଲା
							
সমার্থক : ଭର୍ତ୍ତି କରାଇବା
অন্য ভাষালৈ অনুবাদ :
किसी निश्चित सीमा, स्थान आदि के भीतर करना।
उसने जबरदस्ती दो लोगों को सिनेमा-घर में घुसा दिया।