অর্থ : କୌଣସି କ୍ଷେତ୍ର, ବର୍ଗଆଦିର ବିଶିଷ୍ଟ ନିୟମ ପୂରଣ କରି ସେଠାରେ ପହଞ୍ଚିବାର କ୍ରିୟା
							উদাহরণ : 
							ତାଙ୍କୁ ଏକ ବଡ଼ ସଂସ୍ଥାନରେ ପ୍ରବେଶ ଅଧିକାର ମିଳିଗଲା
							
সমার্থক : ପ୍ରବେଶ ଅଧିକାର, ପ୍ରବେଶ ଅନୁମତି, ସଭ୍ୟପଦ
অন্য ভাষালৈ অনুবাদ :
The act of admitting someone to enter.
The surgery was performed on his second admission to the clinic.অর্থ : କୌଣସି ବସ୍ତୁ, ସ୍ଥାନଆଦିର ଭିତରକୁ ଯିବା ବା ପ୍ରବେଶ କରିବାର କ୍ରିୟା
							উদাহরণ : 
							ଏଠାରେ ବାହାର ଲୋକମାନଙ୍କର ପ୍ରବେଶ ନିଷେଧ  ସାହିତ୍ୟ କ୍ଷେତ୍ରରେ ତାର ପ୍ରବେଶ ହଠାତ ହେଲା
							
অন্য ভাষালৈ অনুবাদ :
অর্থ : ଯାହା ପ୍ରବେଶ କରିବା ଯୋଗ୍ୟ ବା ଯେଉଁଥିରେ ପ୍ରବେଶ କରିଯାଇପାରେ
							উদাহরণ : 
							ଏହା ପ୍ରବେଶ ଦ୍ୱାର, ଏହିପଟେ ଆସନ୍ତୁ
							
অন্য ভাষালৈ অনুবাদ :