অর্থ : କୌଣସି କାମ ଠିକ ଭାବରେ ସମ୍ପୂର୍ଣ୍ଣ କରିବା ବ୍ୟବସ୍ଥା
							উদাহরণ : 
							ଶ୍ୟାମ ଧର୍ମାନୁଷ୍ଠାନର ସମ୍ପୂର୍ଣ୍ଣ ଯୋଗାଡ଼ କରିଛି
							
সমার্থক : ଆୟୋଜନ, ବନ୍ଦୋବସ୍ତ, ବ୍ୟବସ୍ଥା, ଯୋଗାଡ଼
অন্য ভাষালৈ অনুবাদ :
The act of managing something.
He was given overall management of the program.অর্থ : ଗୀତ ଅବା ବାଜାରେ ବୋଲରେ ବଜାଯାଉଥିବା ଶବ୍ଦ
							উদাহরণ : 
							ମୃଦଙ୍ଗର ବୋଲରେ ନର୍ତ୍ତକୀ ନାଚିବାରେ ଲାଗିଲା
							
অন্য ভাষালৈ অনুবাদ :
অর্থ : କୌଣସି ବିଷୟରେ ସବିସ୍ତାର ବିବେଚନା ଯେଉଁଥିରେ ତା ସମ୍ବନ୍ଧିତ ଅନେକ ମତ, ବିଚାର, ମନ୍ତବ୍ୟଆଦିର ତୁଳନାତ୍ମକ ଏବଂ ପାଣ୍ଡିତ୍ୟପୂର୍ଣ୍ଣ ବିବେଚନା ହୁଏ
							উদাহরণ : 
							ନିବନ୍ଧକାର ଏହି ନିବନ୍ଧ ମାଧ୍ୟମରେ ଜାତିବାଦର ବିରୋଧ କରିଛନ୍ତି
							
অন্য ভাষালৈ অনুবাদ :
An analytic or interpretive literary composition.
essay