অর্থ : ଚକିରେ ରଖି ପେଷିବା
							উদাহরণ : 
							ତୁମେ ଏକ ଘଣ୍ଟାରେ କେତେ ଦାନା ଚୂରିପାରିବ?
							
সমার্থক : ଗୁଣ୍ଡକରିବା, ଚୂନାକରିବା, ଚୂରିବା, ଚୂର୍ଣ୍ଣକରିବା
অন্য ভাষালৈ অনুবাদ :
অর্থ : କୌଣସି ବସ୍ତୁକୁ ରଗଡ଼ିକରି ଚୂନା କରିବା
							উদাহরণ : 
							ସେ ଗହମ ପେଷୁଛି
							
সমার্থক : ଚୂନା କରିବା
অন্য ভাষালৈ অনুবাদ :
অর্থ : ଅଟାକଳରେ ପେଷାଯିବା
							উদাহরণ : 
							ଗହମ ପେଷାଯାଇଛି
							
সমার্থক : ଗୁଣ୍ଡକରିବା, ଚୂନାକରିବା, ଚୂରିବା, ଚୂର୍ଣ୍ଣକରିବା
অন্য ভাষালৈ অনুবাদ :
অর্থ : ଚୂନା କରିବା ବା ଖଣ୍ଡଖଣ୍ଡ କରିବା
							উদাহরণ : 
							ହାଲୁଆ ଦୋକାନୀ ସେଓ ଚୂରୁଛି
							
সমার্থক : ଖଣ୍ଡଖଣ୍ଡ କରିବା, ଗୁଣ୍ଡ କରିବା, ଚୂନା କରିବା, ଚୂରିବା
অন্য ভাষালৈ অনুবাদ :
Break or fall apart into fragments.
The cookies crumbled.