অর্থ : ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
							উদাহরণ : 
							ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
							
সমার্থক : ପୂର୍ଣ୍ଣ, ପୂର୍ଣ୍ଣତା, ପୂର୍ତ୍ତି
অন্য ভাষালৈ অনুবাদ :
The act of making something perfect.
perfectionঅর্থ : ସମ୍ପୂର୍ଣ୍ଣ ଭାବରେ
							উদাহরণ : 
							ବାଇଗଣ ଭରତା ତିଆରି କରିବାପାଇଁ ବାଇଗଣକୁ ଗୋଟା ରନ୍ଧାଯାଏ
							
সমার্থক : ଗୋଟା, ସମ୍ପୂର୍ଣ୍ଣ
অন্য ভাষালৈ অনুবাদ :
অর্থ : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
							উদাহরণ : 
							ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
							
সমার্থক : ପୂର୍ଣ୍ଣ, ସମ୍ପୂର୍ଣ୍ଣ
অন্য ভাষালৈ অনুবাদ :
Being complete of its kind and without defect or blemish.
A perfect circle.অর্থ : ପୂରା ଭାବରେ
							উদাহরণ : 
							ଏହି କଥା ସମ୍ପୂର୍ଣ୍ଣ ମିଛ  ସେ ସଡ଼କର ସମ୍ପୂର୍ଣ୍ଣ ମଝିରେ ଠିଆ ହୋଇଥିଲା  ସେ ସମ୍ପୂର୍ଣ୍ଣ ମୂର୍ଖ
							
সমার্থক : ଆମୂଳଚୂଳ, ଏକଦମ୍, ନିତାନ୍ତ, ପୂର୍ଣ୍ଣରୂପରେ, ଶତପ୍ରତିଶତ, ସମ୍ପୂର୍ଣ୍ଣ
অন্য ভাষালৈ অনুবাদ :
पूरी तरह से या थोड़ी मात्रा में भी।
यह बात बिल्कुल झूठ है।