অর্থ : ପିନ୍ଧିବା ବା ଧାରଣ କରିବା କ୍ରିୟା
							উদাহরণ : 
							ଧୋତୀ ପିନ୍ଧିବା ପରେ ପଣ୍ଡିତଜୀ ଆସନ ଉପରେ ବସିଲେ
							
সমার্থক : ପରିଧାନ
অন্য ভাষালৈ অনুবাদ :
অর্থ : ବସ୍ତ୍ର, ଆଭୂଷଣଆଦି ଶରୀରରେ ଧାରଣ କରିବା
							উদাহরণ : 
							ସେ ଗାଧୋଇସାରି ଭଲ ପୋଷାକ ପିନ୍ଧିଲେ
							
সমার্থক : ଧାରଣ କରିବା, ପରିଧାନ କରିବା
অন্য ভাষালৈ অনুবাদ :