অর্থ : ପାଣିରେ ରହୁଥିବା ଗୋଟିଏ ଛୋଟ କଳା ପକ୍ଷୀ
							উদাহরণ : 
							ପାଣିକୁଆର ଥଣ୍ଟ ଛୋଟ ଓ ନାରଙ୍ଗୀ ହୋଇଥାଏ
							
সমার্থক : ଜଳମୁର୍ଗୀ
অন্য ভাষালৈ অনুবাদ :
অর্থ : ପାଣିରେ ବୁଡ଼ି ମାଛ ଧରୁଥିବା ଏକ ଜଳ ପକ୍ଷୀ
							উদাহরণ : 
							ହ୍ରଦରେ ପାଣିକୁଆ  ପହଁରୁ ଥିଲା
							
অন্য ভাষালৈ অনুবাদ :
Small compact-bodied almost completely aquatic bird that builds floating nests. Similar to loons but smaller and with lobate rather than webbed feet.
grebeঅর্থ : ଏକ ପ୍ରକାରର ଜଳ ପକ୍ଷୀ
							উদাহরণ : 
							ପାଣିକୁଆର ବେକ ଟିକିଏ ଲମ୍ବା  ପାଣିକୁଆ ଥଣ୍ଟରେ ମାଛକୁ ଚାପି ଉଡ଼ିଗଲା
							
অন্য ভাষালৈ অনুবাদ :
Large voracious dark-colored long-necked seabird with a distensible pouch for holding fish. Used in Asia to catch fish.
cormorant, phalacrocorax carboঅর্থ : ପତଳା ଥଣ୍ଟବାଲା ଏକ ଜଳପକ୍ଷୀ
							উদাহরণ : 
							ପୋଖରୀରେ ପାଣିକୁଆଟିଏ ପହଁରୁଛି
							
অন্য ভাষালৈ অনুবাদ :