অর্থ : କୌଣସି ବିଷୟ ବା କଥାର ଶେଷ ବା ଚରମ ସୀମା
							উদাহরণ : 
							କେହି ବି ନିଜ ଅଧିକାରର ପରିସୀମା ଲଙ୍ଘନ କରିବା ଉଚିତ ନୁହେଁ
							
অন্য ভাষালৈ অনুবাদ :
The greatest amount of something that is possible or allowed.
There are limits on the amount you can bet.অর্থ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
							উদাহরণ : 
							କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
							
সমার্থক : ଅବଧି, ଗଣ୍ଡି, ଚୌହଦି, ଧାର, ସୀମା
অন্য ভাষালৈ অনুবাদ :
The point or degree to which something extends.
The extent of the damage.অর্থ : ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
							উদাহরণ : 
							ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
							
সমার্থক : ଅନ୍ତିମସୀମା, ସୀମା
অন্য ভাষালৈ অনুবাদ :