অর্থ : ପୁସ୍ତକଆଦିରେ ଲେଖାଯାଇଥିବା ବିଷୟ ବସ୍ତୁ କିମ୍ବା ବିଷୟ ଦେଖିବା ବା ପଢ଼ିବାର କ୍ରିୟା
							উদাহরণ : 
							ରାମ ବେଦ ପଠନ କରୁଛି
							
অন্য ভাষালৈ অনুবাদ :
The cognitive process of understanding a written linguistic message.
His main reading was detective stories.অর্থ : କୌଣସି ବିଷୟର ସମସ୍ତ ପାଠ ବା ଗୂଢ଼ ତତ୍ତ୍ୱର ଜ୍ଞାନ ପାଇବାପାଇଁ ତାହାକୁ ଦେଖିବା, ବୁଝିବା ବା ପଢ଼ିବାର କ୍ରିୟା
							উদাহরণ : 
							ସେ ସଂସ୍କୃତ ଅଧ୍ୟୟନ କରିବା ନିମନ୍ତେ କାଶୀ ଯାଇଛି
							
সমার্থক : ଅଧ୍ୟୟନ, ଜ୍ଞାନାର୍ଜନ, ପଢ଼ିବା
অন্য ভাষালৈ অনুবাদ :
অর্থ : ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଷଡକର୍ମ ମଧ୍ୟରୁ ଗୋଟିଏ
							উদাহরণ : 
							ପଣ୍ଡିତ ମହାଶୟ ନିୟମପୂର୍ବକ ପ୍ରତିଦିନ ଅଧ୍ୟୟନ କରନ୍ତି
							
অন্য ভাষালৈ অনুবাদ :