অর্থ : କାହାରିଠୁ କିଛି ନେବାର କ୍ରିୟା
							উদাহরণ : 
							ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
							
সমার্থক : ଗ୍ରହଣ
অন্য ভাষালৈ অনুবাদ :
অর্থ : କାହାଠାରୁ କୌଣସି ବସ୍ତୁ ଜବରଦସ୍ତ ନେବା
							উদাহরণ : 
							ଡକାୟତମାନେ ଯାତ୍ରୀମାନଙ୍କର ସବୁ ଜିନିଷ ଛଡ଼ାଇ ନେଲେ
							
সমার্থক : ଅପହରଣ କରିନେବା, ଲୁଟି ନେବା
অন্য ভাষালৈ অনুবাদ :
অর্থ : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
							উদাহরণ : 
							ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି  ଆମେ ସେଠାକୁ ଯିବାପାଇଁ  ଗୋଟିଏ ରିକ୍ସା ନେଲୁ
							
সমার্থক : ଧରିବା
অন্য ভাষালৈ অনুবাদ :
Travel or go by means of a certain kind of transportation, or a certain route.
He takes the bus to work.অর্থ : ଉଦାହରଣ ରୂପରେ ନେବା
							উদাহরণ : 
							ରାମକୁ ଦେଖ,ସେ କେତେ ସରଳଭାବେ ରହୁଛି
							
সমার্থক : ଦେଖିବା
অন্য ভাষালৈ অনুবাদ :
অর্থ : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
							উদাহরণ : 
							ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
							
সমার্থক : ଗ୍ରହଣ କରିବା, ପାଇବା, ପ୍ରାପ୍ତ କରିବା
অন্য ভাষালৈ অনুবাদ :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।অর্থ : ମୋଟରେ ଋଣର ପରିମାଣ ବା କାହାକୁ ଋଣ ବା ପରିଶୋଧ ଦେବା ନିଶ୍ଚିତ କରିବା
							উদাহরণ : 
							ମହାଜନ ହଜାରେ ଟଙ୍କା ସୁଧ କଷିଲା
							
সমার্থক : କଷିବା, ବାହାରକରିବା
অন্য ভাষালৈ অনুবাদ :
অর্থ : ବାଛିକି ନେବା
							উদাহরণ : 
							ମାଆଙ୍କ ଚାରୋଟି ଶାଢ଼ୀରୁ ଶୀଲା ଗୋଟିଏ ନେଲା
							
অন্য ভাষালৈ অনুবাদ :
অর্থ : "ଆମେ ତୋଫାନରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେଲୁ"
							উদাহরণ : 
							ଆମେ ତୋଫାନରୁ ରକ୍ଷାପାଇବାପାଇଁ ଆଶ୍ରୟ ନେଲୁ
							
সমার্থক : ଗ୍ରହଣ କରିବା, ଧାରଣ କରିବା, ଯାପନ କରିବା
অন্য ভাষালৈ অনুবাদ :
অর্থ : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା
							উদাহরণ : 
							ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା
							
সমার্থক : ଗ୍ରହଣ କରିବା, ସ୍ୱୀକାର କରିବା
অন্য ভাষালৈ অনুবাদ :
* किसी पद, भूमिका आदि को स्वीकार लेना।
आपसी विचार-विमर्श के बाद सुरेश ने अध्यक्ष के पद को अपनाया।