অর্থ : ନ୍ୟାୟରେ ଏକ ପ୍ରକାର ନିଗ୍ରହସ୍ଥାନ
							উদাহরণ : 
							ଏଠାରେ ନିରର୍ଥକର ସ୍ପଷ୍ଟ ଆଭାସ ମିଳୁଛି
							
অন্য ভাষালৈ অনুবাদ :
অর্থ : ଉଦ୍ଦେଶ୍ୟର ଅଭାବ
							উদাহরণ : 
							ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ
							
সমার্থক : ଅକାରଣ, ଅନାବଶ୍ୟକ, ଉଦ୍ଦେଶ୍ୟହୀନ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ, ବ୍ୟର୍ଥ
অর্থ : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
							উদাহরণ : 
							ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ  ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
							
সমার্থক : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ଫାଲତୁ, ବେକାର, ବ୍ୟର୍ଥ
অন্য ভাষালৈ অনুবাদ :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.অর্থ : ଯାହାର କୌଣସି ଅର୍ଥ ନାହିଁ
							উদাহরণ : 
							ତୁମର ଏହି ଅର୍ଥହୀନ ପ୍ରଶ୍ନପାଇଁ ମୋ ପାଖରେ କୌଣସି ଉତ୍ତର ନାହିଁ
							
সমার্থক : ଅନର୍ଥକ, ଅର୍ଥଶୂନ୍ୟ, ଅର୍ଥହୀନ, ବୃଥା, ସାରହୀନ
অন্য ভাষালৈ অনুবাদ :
Having no meaning or direction or purpose.
A meaningless endeavor.অর্থ : ଯାହାର କୌଣସି ଫଳ ବା ପରିଣାମ ନାହିଁ
							উদাহরণ : 
							ମୁଁ ତାକୁ ବୁଝେଇବାରେ ନିଷ୍ଫଳ ହେଲି
							
সমার্থক : ଅସିଦ୍ଧ, ନିଷ୍ଫଳ, ବିଫଳ, ବ୍ୟର୍ଥ
অন্য ভাষালৈ অনুবাদ :
Not successful. Having failed or having an unfavorable outcome.
unsuccessful