অর্থ : ଧାତୁ ନିର୍ମିତ ନଳୀ ଯେଉଁଥିରେ ସହରର ଘରଘରକୁ ଗାଧୋଇବା, ଧୋଇବା, ପିଇବାଆଦିର ପାଣି ପହଞ୍ଚେ
							উদাহরণ : 
							ଏପର୍ଯ୍ୟନ୍ତ ନଳରେ ପାଣି ଆସିନାହିଁ
							
অন্য ভাষালৈ অনুবাদ :
অর্থ : ଜଳବାହିକାର ଏହି ନାଳ ଯେଉଁଥିରେ କଳ ଲାଗିଥାଏ ଏବଂ ଯାହାର ବୋତାମ ଟିପିଲେ ବା ଘୂରାଇଲେ ପାଣି ବାହାରେ
							উদাহরণ : 
							ନଳକୁ ଖୋଲା ରଖିବା ଅନୁଚିତ
							
অন্য ভাষালৈ অনুবাদ :
जलवाहिनी का वह सिरा जिसमें टोंटी लगी होती है और जिसका पेंच दबाने या घुमाने से पानी निकलता है।
नल को खुला नहीं छोड़ना चाहिए।অর্থ : ଜଣେ ଦାନବ
							উদাহরণ : 
							ସିଂହିକାଙ୍କ ଗର୍ଭରୁ ନଳ ଜନ୍ମ ହୋଇଥିଲା
							
অন্য ভাষালৈ অনুবাদ :
অর্থ : ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର
							উদাহরণ : 
							ନଳ ଜଣେ କୁଶଳୀ ଶିଳ୍ପୀ ଥିଲେ
							
অন্য ভাষালৈ অনুবাদ :
An imaginary being of myth or fable.
mythical beingঅর্থ : ନିଷଧ ଦେଶର ରାଜା ବୀରସେନଙ୍କ ପୁତ୍ର
							উদাহরণ : 
							ବିଦର୍ଭ ରାଜା ଭୀମସେନଙ୍କ କନ୍ୟା ଦମୟନ୍ତୀଙ୍କ ସହ ନଳଙ୍କ ବିବାହ ହୋଇଥିଲା
							
অন্য ভাষালৈ অনুবাদ :
অর্থ : ଯୁଦ୍ଧ ସମୟରେ ଘୋଡା ପିଠିରେ ରଖି ବଜାଯାଉଥିବା ପ୍ରାଚୀନ କାଳର ଗୋଟିଏ ପ୍ରକାରର ବାଜା
							উদাহরণ : 
							କିଲ୍ଲାର ପ୍ରାଚୀରରେ ନଳର ଚିତ୍ର ରହିଛି
							
অন্য ভাষালৈ অনুবাদ :
प्राचीन काल का एक प्रकार का बाजा जिसे युद्ध के समय घोड़े की पीठ पर रखकर बजाया जाता था।
किले की दीवार पर नल का चित्र बना है।