অর্থ : ସୁକୁମାର ବା ନମ୍ର ଅବସ୍ଥା ବା ଭାବ
							উদাহরণ : 
							ରାମ, ଲକ୍ଷ୍ମଣ ଓ ସୀତାଙ୍କ ନରମ ସ୍ୱଭାବ ଦେଖି ବନବାସୀମାନଙ୍କର ତାଙ୍କ ଉପରେ ଦୟା ଆସୁଥିଲା
							
সমার্থক : କୋମଳତା, ନମ୍ରତା, ସୁକୁମାରତା
অন্য ভাষালৈ অনুবাদ :
The quality of being beautiful and delicate in appearance.
The daintiness of her touch.