অর্থ : ବିନମ୍ର ହେବାର ଅବସ୍ଥା ବା ଭାବ
							উদাহরণ : 
							ସେ ଶ୍ରେଣୀରେ ତାର ବିନମ୍ରତାପାଇଁ ହିଁ ଜଣାଶୁଣା
							
অন্য ভাষালৈ অনুবাদ :
অর্থ : ଯେଉଁ ଗୁଣଯୋଗୁଁ କୌଣସି ବସ୍ତୁ ନମନୀୟ
							উদাহরণ : 
							ଗଛର ପତଳା ଡାଳରେ ନମନୀୟତା ଥାଏ
							
সমার্থক : ନମନୀୟତା
অন্য ভাষালৈ অনুবাদ :
The tendency of a body to return to its original shape after it has been stretched or compressed.
The waistband had lost its snap.অর্থ : ସୁକୁମାର ବା ନମ୍ର ଅବସ୍ଥା ବା ଭାବ
							উদাহরণ : 
							ରାମ, ଲକ୍ଷ୍ମଣ ଓ ସୀତାଙ୍କ ନରମ ସ୍ୱଭାବ ଦେଖି ବନବାସୀମାନଙ୍କର ତାଙ୍କ ଉପରେ ଦୟା ଆସୁଥିଲା
							
সমার্থক : କୋମଳତା, ନରମ ସ୍ୱଭାବ, ସୁକୁମାରତା
অন্য ভাষালৈ অনুবাদ :
The quality of being beautiful and delicate in appearance.
The daintiness of her touch.