অর্থ : ବୁଣା କାମରେ ଆସୁଥିବା ତନ୍ତୀର ଏକ ଉପକରଣ
							উদাহরণ : 
							ନଟେଇରେ ଲୁଗାର ଲମ୍ବା ପାଖ ସୂତାର ଶେଷଭାଗ ଟଣା ଯାଇଥାଏ
							
অন্য ভাষালৈ অনুবাদ :
অর্থ : ଯେଉଁ ଉପକରଣ ଉପରେ ଗୁଡ଼ି ଉଡ଼ାଇବା ସୂତା ଗୁଡ଼ାଯାଏ
							উদাহরণ : 
							ସେ ଗୁଡ଼ିର ସୂତାକୁ ଗୁଡ଼ାଇବାପାଇଁ ଗୋଟିଏ ନଟେଇ କିଣିଲା
							
অর্থ : ବଡକାଠିରେ ତିଆରି ହୋଇଥିବା ଏକ ଉପକରଣ ଯେଉଁଥିରେ ତନ୍ତ ସୂତା ଗୁଡ଼ା ହୋଇଥାଏ
							উদাহরণ : 
							ତନ୍ତୀ  ନଟେଇରେ ସୂତା ଗୁଡ଼ାଉଛି
							
অন্য ভাষালৈ অনুবাদ :