অর্থ : ଉପରିଭାଗର ତଳ ଆଡ଼କୁ କିଛି ଝୁଙ୍କିଯିବା
							উদাহরণ : 
							ଫଳରେ ପୂର୍ଣ୍ଣ ଗଛଟି ନଇଁଗଲା
							
সমার্থক : ଅବନମିତ ହେବା, ଝୁଙ୍କିବା
অন্য ভাষালৈ অনুবাদ :
অর্থ : କୌଣସି ପଦାର୍ଥର ଗୋଟିଏ ବା ଦିଓଟି ଧାର ଅନ୍ୟ ଆଡ଼କୁ ପ୍ରବୃତ୍ତ ହେବା
							উদাহরণ : 
							ବୟସ ହେଲେ ଅଣ୍ଟା ନଇଁଯାଏ
							
সমার্থক : ଝୁଙ୍କିବା, ବଙ୍କା ହେବା
অন্য ভাষালৈ অনুবাদ :
অর্থ : ହାର ମାନିନେବା
							উদাহরণ : 
							ପାକିସ୍ତାନୀ ସେନାଗଣ ଭାରତୀୟ ସେନା ଆଗରେ ହାର ମାନିଲେ
							
সমার্থক : ଅସ୍ତ୍ରସମର୍ପଣ କରିବା, ହାର ମାନିବା
অন্য ভাষালৈ অনুবাদ :
हार मान लेना।
पाकिस्तानी सेना ने भारतीय सेना के आगे घुटने टेक दिए।