অর্থ : ପ୍ରଯତ୍ନ ସହିତ ଏପଟ ସେପଟ ବୁଲିବା
							উদাহরণ : 
							ଏହି ଚାକିରି ପାଇବା ପାଇଁ ମୁଁ ବହୁତ ଦୌଡ଼ିଲି
							
অন্য ভাষালৈ অনুবাদ :
অর্থ : ଡେଇଁକି ପହଞ୍ଚିବା
							উদাহরণ : 
							ଚୋର ପୋଲିସଠୁ ବଞ୍ଚିବାପାଇଁ ନଦୀକୁ ଡିଆଁମାରିଲା
							
সমার্থক : ଡିଆଁମାରିବା
অন্য ভাষালৈ অনুবাদ :
उछलकर कहीं पहुँचना।
चोर पुलिस से बचने के लिए नदी में कूद गया।অর্থ : ଖୁବ ଶୀଘ୍ର ଶୀଘ୍ର ପାଦ ଉଠାଇ ଚାଲିବା
							উদাহরণ : 
							ବିଲେଇ ମୂଷାକୁ ଦେଖିବାକ୍ଷଣି ତାଆଡ଼କୁ ଦୌଡ଼ିଲା
							
অন্য ভাষালৈ অনুবাদ :
Move fast by using one's feet, with one foot off the ground at any given time.
Don't run--you'll be out of breath.