অর্থ : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
							উদাহরণ : 
							ସେ ଜଣେ  ଲୋକ ସଙ୍ଗେ ମିଶୁଛି  ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
							
সমার্থক : ଏକତ୍ର ହେବା, ଭେଟିବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା
অন্য ভাষালৈ অনুবাদ :
অর্থ : ଭେଟହେବା
							উদাহরণ : 
							ଆଜି ମୁଁ ଶର୍ମାଙ୍କ ଘରକୁ ଯାଇଥିଲି କିନ୍ତୁ ତାଙ୍କସହ ମିଶିପାରିଲି ନାହିଁ
							
সমার্থক : ମିଶିବା, ସାକ୍ଷାତହେବା
অন্য ভাষালৈ অনুবাদ :
भेंट होना या मुलाकात होना।
आज मैं शर्माजी के घर गया था पर वे नहीं मिले।