অর্থ : ଖରାପ ଗନ୍ଧ
							উদাহরণ : 
							ପ୍ରତିଦିନ ନ ଗାଧେଇବାରୁ ତା ଦେହରୁ ଦୁର୍ଗନ୍ଧ ବାହାରୁଛି
							
অন্য ভাষালৈ অনুবাদ :
অর্থ : ସଢ଼ିଯାଇଥିବା ଶସ୍ୟରୁ ବାହାରୁଥିବା ଗନ୍ଧ
							উদাহরণ : 
							ଡୋଲି ଭିତରୁ ପଚାଳିଆଗନ୍ଧ ବାହାରୁଛି
							
সমার্থক : ପଚାଗନ୍ଧ, ପଚାଳିଆଗନ୍ଧ
অন্য ভাষালৈ অনুবাদ :
অর্থ : ହାଲୁକା ଦୁର୍ଗନ୍ଧ
							উদাহরণ : 
							ବହୁତ ସମୟଧରି କଟାହୋଇ ରହିଥିବା ପିଆଜରୁ ଦୁର୍ଗନ୍ଧ ଆସୁଛି
							
অন্য ভাষালৈ অনুবাদ :