অর্থ : ସର୍ବଦା ରହିବା ବା କାମ କରିବା ବା ସବୁବେଳେ ଉପସ୍ଥିତି ରହିବା ବ୍ୟକ୍ତି
							উদাহরণ : 
							ସଂସାରରେ କୌଣସି ବସ୍ତୁ ସ୍ଥାୟୀ ନୁହେଁ
							
সমার্থক : ସ୍ଥାୟୀ
অন্য ভাষালৈ অনুবাদ :
অর্থ : ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲେ
							উদাহরণ : 
							ଏହା ଏକ ଦୀର୍ଘସ୍ଥାୟୀ ପରିଯୋଜନା
							
সমার্থক : ଚିରସ୍ଥାୟୀ
অন্য ভাষালৈ অনুবাদ :
Relating to or extending over a relatively long time.
The long-run significance of the elections.