অর্থ : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
							উদাহরণ : 
							ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
							
অন্য ভাষালৈ অনুবাদ :
A person who is owned by someone.
slaveঅর্থ : ବେତନ ନେଇ ସେବା କରୁଥିବା ଲୋକ
							উদাহরণ : 
							ମୋ ଚାକର ସପ୍ତାହକପାଇଁ ଘରକୁ ଯାଇଛି
							
সমার্থক : ଚାକର, ନଉକର, ପରିଚାରକ, ଭୃତ୍ୟ, ସେବକ
অন্য ভাষালৈ অনুবাদ :
वह जो वेतन आदि लेकर सेवा करता हो।
मेरा नौकर एक हफ्ते के लिए घर गया है।