অর্থ : ରକ୍ତବିକାର କାରଣରୁ ଶରୀରରେ ଦିଶୁଥିବା ଗୋଲ ଦାଗ ବା ଫୁଲା
							উদাহরণ : 
							ମଶା କମୁଡ଼ିବାଯୋଗୁଁ ତା ଦେହରେ ଠାଏଠାଏ ଚିହ୍ନ ହୋଇଛି
							
সমার্থক : ଚିହ୍ନ
অন্য ভাষালৈ অনুবাদ :
অর্থ : କୌଣସି ସ୍ଥାନରେ ଲାଗିଥିବା ବା ପଡ଼ିଥିବା ଚିହ୍ନ
							উদাহরণ : 
							ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
							
অন্য ভাষালৈ অনুবাদ :
অর্থ : ଗରମ ଧାତୁଆଦିରେ ଚେଙ୍କିବାଦ୍ୱାରା ସୃଷ୍ଟି ହେଉଥିବା ଚିହ୍ନ
							উদাহরণ : 
							ଘୋଡ଼ା ପିଠିର ଚେଙ୍କଦାଗ ସ୍ପଷ୍ଟ ଦିଶୁଛି
							
সমার্থক : ଚେଙ୍କଚିହ୍ନ, ଚେଙ୍କଦାଗ
অন্য ভাষালৈ অনুবাদ :
অর্থ : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା
							উদাহরণ : 
							ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି
							
অন্য ভাষালৈ অনুবাদ :
कपड़े,काग़ज़ आदि में सिकुड़न डालना।
दर्ज़ी फ्राक में घेर बनाने के लिए कपड़े में चुनट डाल रहा है।