অর্থ : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
							উদাহরণ : 
							ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
							
সমার্থক : ଚକଟିବା
অন্য ভাষালৈ অনুবাদ :
অর্থ : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
							উদাহরণ : 
							ଭାଉଜ ଅଟା ଚକଟୁଛନ୍ତି
							
সমার্থক : ଚକଟିବା, ମର୍ଦ୍ଦନକରିବା
অন্য ভাষালৈ অনুবাদ :
অর্থ : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
							উদাহরণ : 
							ସେ ସାପର ମୁଣ୍ଡକୁ ଦଳୁଛି
							
সমার্থক : ଚକଟିବା, ଛେଚିବା, ମର୍ଦ୍ଦନ କରିବା
অন্য ভাষালৈ অনুবাদ :