অর্থ : ପ୍ରତି ମାସରେ ମିଳୁଥିବା ବେତନ
							উদাহরণ : 
							ଅରୁଣଙ୍କୁ ମାସିକ ବେତନ ଦଶ ହଜାର ମିଳୁଛି
							
সমার্থক : ମାସିକ ଦରମା, ମାସିକ ବେତନ
অন্য ভাষালৈ অনুবাদ :
प्रति मास मिलनेवाला वेतन।
अरुण को दस हज़ार मासिक वेतन मिलता है।অর্থ : କୌଣସି କାମ କରିବା ବଦଳରେ ଏକ ନିର୍ଦ୍ଦିଷ୍ଟ ଅବଧିରେ ଦିଆଯାଉଥିବା ଧନ
							উদাহরণ : 
							ସେ ବହୁତ କମ ଦରମାରେ କାମ କରୁଛି
							
অন্য ভাষালৈ অনুবাদ :
Something that remunerates.
Wages were paid by check.