অর্থ : ପୋଲିସ ଅଫିସରର ପଦ
							উদাহরণ : 
							ମନୋହରଙ୍କୁ ବଲୌଦାବଜାର ଥାନାର ଭାର ମିଳିଛି
							
সমার্থক : ପୋଲିସ କାର୍ଯ୍ୟାଳୟ, ଫାଣ୍ଡି
অন্য ভাষালৈ অনুবাদ :
অর্থ : ଯେଉଁ ସ୍ଥାନରେ ପୋଲିସଙ୍କର କିଛି ସିପାହୀ ଓ ସେମାନଙ୍କ ବରିଷ୍ଠ ଅଧିକାରୀ ସ୍ଥାୟୀ ରୂପରେ କାମ କରନ୍ତି ଏବଂ ଯେଉଁଠାରୁ ଆଖପାଖ ସ୍ଥାନପାଇଁ କାର୍ଯ୍ୟ ନିର୍ଦ୍ଧାରିତ ହୋଇଥାଏ
							উদাহরণ : 
							ଚୋରି ହେବା ପରେ ଆମେ ଥାନାରେ ରିପୋର୍ଟ ଦାଖଲ କଲୁ
							
সমার্থক : ଦାରୋଗା ଷ୍ଟେସନ୍, ପୋଲିସ ଷ୍ଟେସନ୍
অন্য ভাষালৈ অনুবাদ :
वह स्थान जहाँ पुलिस के कुछ सिपाही और उनके वरिष्ठ अधिकारी कार्य करते हैं और जहाँ से आस-पास के स्थानों का प्रबंध होता है।
चोरी होने के बाद हमने थाने में रपट दर्ज कराई।অর্থ : ଯେଉଁ ପୋଲିସ ଫାଣ୍ଡିର ତତ୍ୱାବଧାରକ ପୋଲିସ ଅଧିକାରୀ
							উদাহরণ : 
							ସିପାହୀ ରାମୁକୁ ଧରି ଥାନାକୁ ନେଇଗଲେ
							
অন্য ভাষালৈ অনুবাদ :