অর্থ : ଲେଖିବା ବା ଚିତ୍ରଆଦି କରିବାପାଇଁ ଏକ ସୂକ୍ଷ୍ମଅଗ୍ରବିଶିଷ୍ଟ ଉପକରଣ
							উদাহরণ : 
							ଚିତ୍ରକାର ତୂଳିକାଦ୍ୱାରା ଚିତ୍ର ଆଙ୍କୁଛି
							
সমার্থক : ତୂଳିକା
অন্য ভাষালৈ অনুবাদ :
অর্থ : ବିଶେଷ ପ୍ରକାରରେ ତିଆରି ହୋଇଥିବା ଏକପ୍ରକାରର ହାଲୁକା ତୁଳା ଭର୍ତ୍ତି ରେଜେଇ
							উদাহরণ : 
							ଶୀତ ଦିନରେ ହିଁ ତୂଳି କାମରେ ଆସେ
							
সমার্থক : ତୁଳା ରେଜେଇ, ତୂଳି, ତୂଳିକା
অন্য ভাষালৈ অনুবাদ :