অর্থ : ତୁଷାରପାତ କାରଣରୁ ଅଧିକ ଥଣ୍ଡା ବା ଜାଡ ହୁଏ
							উদাহরণ : 
							ଏହି ବର୍ଷ ଏଠାରେ ଅତ୍ୟଧିକ ତୁଷାର ପଡୁଛି
							
অন্য ভাষালৈ অনুবাদ :
Coldness as evidenced by frost.
frostinessঅর্থ : ଯାନ୍ତ୍ରିକ କିମ୍ବା କୃତ୍ରିମ ଉପାୟରେ କଠିନ ଅବସ୍ଥାକୁ ରୂପାନ୍ତରିତ ହୋଇଥିବା ପାଣି
							উদাহরণ : 
							ସେ ପାଣି ଥଣ୍ଡା କରିବା ପାଇଁ ସେଥିରେ ବରଫ ପକାଉଛି
							
অন্য ভাষালৈ অনুবাদ :