অর্থ : ଗାଳି କରିବାର ଭାବ ବା ପ୍ରକ୍ରିୟା
							উদাহরণ : 
							ଆଜି ତାଙ୍କୁ ବହୁତ ଭର୍ତ୍ସନା ମିଳିଛି
							
অন্য ভাষালৈ অনুবাদ :
অর্থ : କିଛି ଅନୁଚିତ କାର୍ଯ୍ୟ ପାଇଁ ତିରସ୍କାର କରିବାର ପ୍ରକ୍ରିୟା
							উদাহরণ : 
							ପତିର ଭର୍ତ୍ସନାରେ ଆହତ ପତ୍ନୀ ଆତ୍ମହତ୍ୟା କରିଦେଲାରାଜା ପଳାୟନକାରୀ ସୈନ୍ୟଙ୍କୁ ଭର୍ତ୍ସନା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ନିନ୍ଦା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ତିରସ୍କାର କଲେ
							
অন্য ভাষালৈ অনুবাদ :
অর্থ : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
							উদাহরণ : 
							ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
							
সমার্থক : କଟୂବାକ୍ୟ, ଗାଳି, ଭର୍ତ୍ସନା
অন্য ভাষালৈ অনুবাদ :
An act or expression of criticism and censure.
He had to take the rebuke with a smile on his face.