অর্থ : କୌଣସି ଠିଆହୋଇଥିବା ଜିନିଷକୁ ଝୁଙ୍କେଇବାରେ ପ୍ରବୃତ୍ତ କରିବା
							উদাহরণ : 
							ଫଳ ତୋଳିବାପାଇଁ ଡାଳକୁ ନୁଆଁଯାଇଥାଏ
							
অন্য ভাষালৈ অনুবাদ :
অর্থ : କଳଂକିତ ବା ବଦନାମ କରି କି ନଷ୍ଟକରିବା
							উদাহরণ : 
							ଦୁଷ୍ଟ ଲୋକ ନିଜ ଦୁଷ୍ଟତା ଯୋଗୁ ନିଜ ମାତାପିତାଙ୍କ ନାଁ ବୁଡ଼େଇ ଦିଅନ୍ତି
							
সমার্থক : କଳଙ୍କିତକରିବା, ନାକକାଟିଦେବା, ବଦନାମକରିବା, ବୁଡ଼େଇବା, ମାଟିରେମିଶେଇବା, ମୁଣ୍ଡ ତଳକୁ କରିବା
অন্য ভাষালৈ অনুবাদ :
कलंकित या बदनाम करके नष्ट करना।
दुष्ट व्यक्ति अपनी दुष्टता से अपने माता-पिता का नाम डुबा देता है।