অর্থ : ସୂତା, ଛଣଆଦିକୁ ବଳି ତିଆରିକରାଯାଉଥିବା ଲମ୍ବା ବସ୍ତୁ ଯାହା ବିଶେଷ କରି ବାନ୍ଧିବା କାର୍ଯ୍ୟରେ ଆସେ
							উদাহরণ : 
							ଗାଁବାଲା ଚୋରକୁ ଦଉଡ଼ିରେ ବାନ୍ଧିଦେଲେ
							
অন্য ভাষালৈ অনুবাদ :
অর্থ : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
							উদাহরণ : 
							ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
							
সমার্থক : ଅଣ୍ଟାସୁତା, କମରସୁତା, ଡୋରି
অন্য ভাষালৈ অনুবাদ :
A tie consisting of a cord that goes through a seam around an opening.
He pulled the drawstring and closed the bag.অর্থ : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
							উদাহরণ : 
							ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
							
সমার্থক : ଡୋରି
অন্য ভাষালৈ অনুবাদ :
অর্থ : ସୂତା, ରେଶମ, ଉଲ୍ଆଦିକୁ ବଳି ତିଆରି ହୋଇଥିବା ମୋଟା ସୂତା ବା ଡ଼ୋରୀ
							উদাহরণ : 
							ରେଶମ ଡୋରୀରେ ସେ ଉପହାରକୁ ବାନ୍ଧିଲା
							
সমার্থক : ଡୋରୀ
অন্য ভাষালৈ অনুবাদ :