অর্থ : ସାଧାରଣ ବା ନିର୍ଦ୍ଦିଷ୍ଟ ଠାରୁ ଅଧିକ ସମୟ
							উদাহরণ : 
							ମୋର ଏଠାକୁ ଆସିବାରେ ଡେରି ହୋଇପାରେ,ଚିନ୍ତା କରିବେ ନାହିଁ
							
অন্য ভাষালৈ অনুবাদ :
Time during which some action is awaited.
Instant replay caused too long a delay.অর্থ : ନିର୍ଦ୍ଧାରିତ ବା ଅପେକ୍ଷିତ ସମୟ ପରର ବା ପରେ ହୋଇଥିବା
							উদাহরণ : 
							ଜାଣେ ନାହିଁ କାହିଁକି ମୁଁ ଡେରି ରାତି ପର୍ଯ୍ୟନ୍ତ ଶୋଇପାରିଲି ନାହିଁ
							
সমার্থক : ବିଳମ୍ବିତ
অন্য ভাষালৈ অনুবাদ :
Being or occurring at an advanced period of time or after a usual or expected time.
Late evening.