অর্থ : କାଗଜ ଆଦିରେ ତିଆରି କରାଯାଇଥିବା ବସ୍ତୁ ଯେଉଁଥିରେ କୌଣସି ବସ୍ତୁ ରଖାଯାଏ
							উদাহরণ : 
							ଦୋକାନୀ ଦୋକାନକୁ ସଜାଇବାପାଇଁ ନୂଆ ନୂଆ ବସ୍ତୁଗୁଡ଼ିକୁ ଠୁଙ୍ଗାରେ ଅଲଗା କରୁଛନ୍ତି
							
অন্য ভাষালৈ অনুবাদ :
कागज आदि से बनी वह वस्तु जिसमें कोई वस्तु रखी रहती है।
दूकानदार दूकान को सजाने के लिए नई-नई वस्तुओं को खोंखे से अलग कर रहा है।অর্থ : କିଛି ରଖିବାପାଇଁ କାଗଜ, ଧାତୁଆଦିରେ ତିଆରି ହୋଇଥିବା ବେଲଣାକାରର ଲଫାପା ବା ଡବା
							উদাহরণ : 
							ଦୋକାନୀ ଠୁଙ୍ଗାରେ ବୁଟ ଦେଲା
							
অন্য ভাষালৈ অনুবাদ :
অর্থ : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ
							উদাহরণ : 
							ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା
							
অন্য ভাষালৈ অনুবাদ :