অর্থ : ସଂପୂର୍ଣ୍ଣରୂପେ ନିଶ୍ଚିତ ହୋଇ ନ ଥିବା ହିସାବକୁ ଲେଖିବାପାଇଁ ବ୍ୟବସାୟିକ ଖାତା
							উদাহরণ : 
							ଶସ୍ୟ ବେପାରୀ ଟିପାଖାତା ଉପରେ ଥରେ ନଜର ପକାଇଦେଲା ଏବଂ କୃଷକକୁ ପାଞ୍ଚଶହ ଟଙ୍କା ଦେଇଦେଲା
							
অন্য ভাষালৈ অনুবাদ :
অর্থ : ଯେଉଁ ପୁସ୍ତିକାରେ ଲେଖିବା ପାଇଁ ଖାଲି ପୃଷ୍ଠା ଥାଏ
							উদাহরণ : 
							ସେ ବ୍ୟାଖ୍ୟାକାରଙ୍କ ସମସ୍ତ ମହତ୍ୱପୂର୍ଣ୍ଣ ବ୍ୟାଖ୍ୟାନଗୁଡ଼ିକୁ ଟିପାଖାତାରେ ନୋଟ କଲେ
							
অন্য ভাষালৈ অনুবাদ :
वह पुस्तिका जिसमें लिखने के लिए कोरे पन्ने होते हैं।
उसने व्याख्याता के सभी महत्वपूर्ण व्याख्यानों को नोटबुक में नोट किया।A book with blank pages for recording notes or memoranda.
notebook