অর্থ : ଯେଉଁ ଋତୁରେ ଥଣ୍ଡା ହୁଏ
							উদাহরণ : 
							ଶୀତ ଋତୁରେ ବର୍ଷା ହେଲେ ଶୀତ ଆହୁରି ବଢ଼ିଯାଏ
							
সমার্থক : ଶୀତ ଋତୁ, ଶୀତକାଳ, ହିମକାଳ
অন্য ভাষালৈ অনুবাদ :
The coldest season of the year. In the northern hemisphere it extends from the winter solstice to the vernal equinox.
winter, wintertimeঅর্থ : ତାପମାନ ଖସିଲେ ଶରୀରରେ ହେଉଥିବା ସେ ଅନୁଭୂତି ଯେଉଁଥିରେ କପଡ଼ାଆଦି ଘୋଡ଼ିବା ବା ଖରା, ନିଆଁଆଦି ପୋଇଁବା ପାଇଁ ଇଚ୍ଛା ହୁଏ
							উদাহরণ : 
							ଆଜି ସକାଳୁ ମୋତେ ଥଣ୍ଡା ଲାଗୁଛି
							
অন্য ভাষালৈ অনুবাদ :