অর্থ : ଚିହ୍ନ, ସୂତ୍ର ଆଦିର ମାଧ୍ୟମରେ ବତାଇବା ବା ଖବର ଦେବା
							উদাহরণ : 
							ଆପଣ କଣ ଏହି ଦୁଇ ସହର ମଧ୍ୟରେ ଥିବା ଦୂରତାକୁ କି.ମି.ରେ ବତାଇବେ?
							
সমার্থক : ଜ୍ଞାତ କରାଇବା, ବତାଇବା
অন্য ভাষালৈ অনুবাদ :
অর্থ : କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା
							উদাহরণ : 
							ରହିମ ଆଜି ଆସିବନି ବୋଲି ସେ କହିଲା
							
সমার্থক : କହିବା, ବତେଇବା, ସୂଚନା ଦେବା, ସୂଚିତ କରିବା
অন্য ভাষালৈ অনুবাদ :
किसी वस्तु, काम आदि के बारे में बताना।
उसने कहा कि रहीम आज नहीं आयेगा।অর্থ : ଯାହା କାହାରି ମନରେ ନ ଥାଏ ତାକୁ ଜଣାଇ ତାଙ୍କ ମନମଧ୍ୟକୁ ଆଣିବା
							উদাহরণ : 
							ମୁଁ ତାଙ୍କୁ ଜଣାଇଲି ଯେ ମୁଁ ସବୁ ଭୁଲିଯାଇଛି  ଜିଲ୍ଲାଧିକାରୀଙ୍କୁ ଘେରାଉକରି କୃଷକମାନେ ତାଙ୍କ ବିରୋଧର ସୂଚନା ଦେଲେ
							
সমার্থক : ଜ୍ଞାତ କରିବା, ସୂଚନାଦେବା, ସୂଚିତକରିବା
অন্য ভাষালৈ অনুবাদ :