অর্থ : ଦାଗ, ମଇଳା ଆଦି ସଫା କରିବା
							উদাহরণ : 
							ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତି
							
সমার্থক : ସଫାକରିବା
অন্য ভাষালৈ অনুবাদ :
Make clean by removing dirt, filth, or unwanted substances from.
Clean the stove!.অর্থ : ଅଭ୍ୟାସ ଆଦି ଦୂର କରିବା
							উদাহরণ : 
							ମୁଁ ମୋ ଝିଅକୁ ଆଙ୍ଗୁଠି ଚାଟିବା ଅଭ୍ୟାସକୁ ବଡ଼ କଷ୍ଟରେ ଛଡ଼ାଇଲି
							
সমার্থক : କାଢ଼ିନେବା, ଦୂର କରାଇବା, ବନ୍ଦ କରାଇବା
অন্য ভাষালৈ অনুবাদ :
অর্থ : ଉପର ବସ୍ତୁ ବା ବସ୍ତୁର ଉପରିଭାଗକୁ ଚାଞ୍ଛି ଅଲଗା କରିବା
							উদাহরণ : 
							ମାଆ କଡ଼େଇକୁ ଓଲଟାଇ ଚାଞ୍ଛୁଛନ୍ତି
							
অন্য ভাষালৈ অনুবাদ :