অর্থ : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
							উদাহরণ : 
							ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
							
সমার্থক : ଅବକାଶ
অন্য ভাষালৈ অনুবাদ :
অর্থ : କାମ କରିବା ସମୟର ସମାପ୍ତି
							উদাহরণ : 
							ଆଜି ସଂଧ୍ୟାରେ ଛୁଟିପରେ ମୁଁ ଆପଣଙ୍କୁ ଦେଖାକରିବି
							
অন্য ভাষালৈ অনুবাদ :
অর্থ : କୌଣସି କାର୍ଯ୍ୟ ମଝିରେ ମିଳୁଥିବା ଅବସର
							উদাহরণ : 
							କାର୍ଯ୍ୟର ଅବସର ସମୟରେ ଶ୍ରମିକନେତା ଶ୍ରମିକମାନଙ୍କ ସହିତ ବିଚାର ବିମର୍ଶ କଲେ
							
সমার্থক : କାର୍ଯ୍ୟ ଅବସର
অন্য ভাষালৈ অনুবাদ :
किसी कार्य के बीच में मिलनेवाला अंतराल।
कार्य अंतराल में श्रमिक नेता ने श्रमिकों से विचार-विमर्श किया।