অর্থ : ଆଲୋକର ଆଗରେ ବା ପଛରେ ଥିବା ବେଳେ ପଛ ବା ଆଗରେ ପଡ଼ିଥିବା କୌଣସି ବସ୍ତୁ ଆକୃତିର ଅନୁରୂପ ଛାୟା
							উদাহরণ : 
							ପିଲାଟି ନିଜ ଛାଇ ଦେଖି ଖୁସି ହେଉଛି
							
অন্য ভাষালৈ অনুবাদ :
Shade within clear boundaries.
shadowঅর্থ : ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା
							উদাহরণ : 
							ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା
							
সমার্থক : ପ୍ରତିବିମ୍ବ, ପ୍ରତିମାନ, ବିମ୍ବ
অন্য ভাষালৈ অনুবাদ :
অর্থ : ଭୂତ-ପ୍ରେତ ଆଦିର ଖରାପ ପ୍ରଭାବ
							উদাহরণ : 
							ସରୋଜ ଉପରେ ପ୍ରେତ ସବାର ହୋଇଛି
							
সমার্থক : ସବାର
অন্য ভাষালৈ অনুবাদ :
অর্থ : ଯେଉଁ ସ୍ଥାନରେ ଖରା ପଡ଼େନାହିଁ
							উদাহরণ : 
							ପଥିକ ଛାଇରେ ଆରାମ କରୁଅଛି
							
সমার্থক : ଛାୟା
অন্য ভাষালৈ অনুবাদ :
Relative darkness caused by light rays being intercepted by an opaque body.
It is much cooler in the shade.