অর্থ : କାହାରିସହିତ ଲଢ଼ିବାପାଇଁ ତାକୁ କାବୁକରିବା
							উদাহরণ : 
							କୁସ୍ତିବାଜମାନେ ପରସ୍ପରକୁ ଛନ୍ଦିଥିଲେ
							
সমার্থক : ଆୟତ୍ତକରିବା, କାବୁକରିବା
অন্য ভাষালৈ অনুবাদ :
অর্থ : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
							উদাহরণ : 
							ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
							
সমার্থক : ଗଣ୍ଠି ପକାଇବା, ବାନ୍ଧିବା
অন্য ভাষালৈ অনুবাদ :