অর্থ : ଜିଭରେ ଚାଟିବା କ୍ରିୟା ବା ଭାବ
							উদাহরণ : 
							ବୈଦ୍ୟଙ୍କ ନିର୍ଦ୍ଧାରଣ ଅନୁସାରେ ଏହି ଔଷଧକୁ ମହୁ ସହିତ ଅବଲେହନ ସବୁଠାରୁ ଅଧିକ ପ୍ରଭାବକାରୀ
							
সমার্থক : ଅବଲେହନ
অন্য ভাষালৈ অনুবাদ :
অর্থ : ପୋଛିପାଛି ଖାଇବା
							উদাহরণ : 
							ସେ କଡ଼େଇରେ ଲାଗିଥିବା ରାବିଡ଼ିକୁ ଚାଟୁଛି
							
সমার্থক : ପୋଛିପାଛି ଖାଇବା, ଲେହନ କରିବା
অন্য ভাষালৈ অনুবাদ :
অর্থ : ଜିଭରେ ରଗଡ଼ିକରି ବା ଉଠେଇକରି ଖାଇବା
							উদাহরণ : 
							ପିଲାଟି ବ୍ରେଡ଼ରେ ଲାଗିଥିବା ଜାମ୍କୁ ଚାଟୁଛି
							
অন্য ভাষালৈ অনুবাদ :
অর্থ : କୌଣସି ପଦାର୍ଥ ଉପରେ ଜିଭ ବୁଲାଇବା
							উদাহরণ : 
							କୁକୁର ମାଲିକର ହାତ ଚାଟୁଛି
							
সমার্থক : ଲେହନ କରିବା
অন্য ভাষালৈ অনুবাদ :