অর্থ : ଜୀବନରେ କରାଯାଉଥିବା କାର୍ଯ୍ୟ ବା ଆଚରଣର ସ୍ୱରୂପ ଯାହା ଅନ୍ୟର ଯୋଗ୍ୟତା, ମନୁଷ୍ୟତ୍ୱଆଦିକୁ ସୂଚିତ କରେ
							উদাহরণ : 
							ଚରିତ୍ର ମନୁଷ୍ୟର ଯୋଗ୍ୟତାକୁ ଦର୍ଶାଏ
							
অন্য ভাষালৈ অনুবাদ :
जीवन में किए जाने वाले कार्यों या आचरणों का स्वरूप जो किसी की योग्यता, मनुष्यत्व आदि का सूचक होता है।
चरित्र मनुष्य की योग्यता को दर्शाता है।অর্থ : ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ
							উদাহরণ : 
							ପ୍ରତିଦିନ ସକାଳେ ଜଲ୍ଦି ଉଠିବା ତାର ଅଭ୍ୟାସ    ଝଗଡ଼ା ଲଗେଇବା ତାହାର ଅଭ୍ୟାସ
							
অন্য ভাষালৈ অনুবাদ :
অর্থ : ନାଟକ, ଉପନ୍ୟାସଆଦିରେ କୌଣସି ବ୍ୟକ୍ତି ଯାହାର କଥାବସ୍ତୁରେ କୌଣସି ସ୍ଥାନ ଅଛି ବା କିଛି ଚରିତ୍ର ଦେଖାଯାଏ
							উদাহরণ : 
							ନାଟକରେ ସବୁ ଚରିତ୍ରମାନେ ଜୀବନ୍ତ ଅଭିନୟ କଲେ
							
সমার্থক : ପାତ୍ର
অন্য ভাষালৈ অনুবাদ :