অর্থ : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
							উদাহরণ : 
							ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି  ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
							
সমার্থক : ଅଂଶ, ଖଣ୍ଡ, ଖଣ୍ଡିତାଂଶ, ପାଦ, ବିଭାଗ, ଭାଗ
অন্য ভাষালৈ অনুবাদ :
Something determined in relation to something that includes it.
He wanted to feel a part of something bigger than himself.অর্থ : କୌଣସି ଲୋକର ଗୋଡ଼ର ସବୁଠାରୁ ନୀଚ ଅଂଶ ଯାହା ଉପରେ ସେ ଠିଆ ହୁଏ ବା ଯାହାଦ୍ୱାରା ସେ ଚାଲେ
							উদাহরণ : 
							କର୍ମଚାରୀ ଜଣଙ୍କ ଅଧିକାରୀଙ୍କ ପାଦତଳେ ପଡ଼ି କରୁଣ ଭାବେ ପ୍ରାର୍ଥନା କଲା
							
অন্য ভাষালৈ অনুবাদ :
The part of the leg of a human being below the ankle joint.
His bare feet projected from his trousers.