অর্থ : କୌଣସି ବିଶେଷ ଅବସ୍ଥାରେ ପହଞ୍ଚିବା
							উদাহরণ : 
							ବାରମ୍ବାର ବ୍ୟବହାର ଯୋଗୁଁ ଏହି ମୋଜା ଢିଲା ହୋଇଗଲାଣି
							
সমার্থক : ଉତ୍ପନ୍ନ ହେବା, ପରିଣତ ହେବା, ସଂପାଦିତ ହେବା, ହେବା
অন্য ভাষালৈ অনুবাদ :
Arrive at a certain condition through repeated motion.
The stitches of the hem worked loose after she wore the skirt many times.অর্থ : କୌଣସି ସହାୟତା ବିନା ନିଜେନିଜେ ହୋଇଯିବା
							উদাহরণ : 
							ପବନ ଧିମା ହୋଇଗଲା
							
সমার্থক : ପରିଣତ ହେବା, ହେବା, ହୋଇଯିବା
অন্য ভাষালৈ অনুবাদ :
Happen, occur, take place.
I lost my wallet; this was during the visit to my parents' house.অর্থ : ଘଟଣା ରୂପରେ ହେବା
							উদাহরণ : 
							ମୋ ଆଖି ସାମ୍ନାରେ ସେ ଦୁର୍ଘଟନା ଘଟିଲା
							
অন্য ভাষালৈ অনুবাদ :
Come to pass.
What is happening?.অর্থ : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
							উদাহরণ : 
							ଶ୍ୟାମାର ଜଣେ ପ୍ରେମିକ ରହିଛି  ତାର ଜଣେ ସହାୟକ ବି ଅଛନ୍ତି
							
সমার্থক : ଥିବା, ରହିବା, ସଂପର୍କ ଥିବା, ହେବା
অন্য ভাষালৈ অনুবাদ :
Have a personal or business relationship with someone.
Have a postdoc.অর্থ : ଘଟିବା ବା ଆରମ୍ଭ ହେବା
							উদাহরণ : 
							ମୋତେ ନିଦ ଆସୁଛି
							
সমার্থক : ଆଗମନ ହେବା, ଆରମ୍ଭ ହେବା, ଆସିବା, ଉପସ୍ଥିତ ହେବା
অন্য ভাষালৈ অনুবাদ :