অর্থ : ହାଇଡ଼୍ରୋକାର୍ବନର ଏକ ମିଶ୍ରଣ ଯାହା ବାଷ୍ପଶୀଳ ଓ ଜ୍ୱଳନଶୀଳ
							উদাহরণ : 
							ଗ୍ୟାସ୍କୁ ପରିଷ୍କୃତ କରି ପେଟ୍ରୋଲ, ଡିଜେଲଆଦି ତିଆରି କରାଯାଏ
							
সমার্থক : ଗ୍ୟାସୋଲିନ
অন্য ভাষালৈ অনুবাদ :
অর্থ : ରୋଷେଇ କରିବା କାମରେ ଆସୁଥିବା ଗ୍ୟାସ୍
							উদাহরণ : 
							ସହରରେ ରୋଷେଇ ଗ୍ୟାସ୍ର ଉପଯୋଗ ଅଧିକ ହୋଇଥାଏ
							
সমার্থক : ଇନ୍ଧନ ଗ୍ୟାସ୍, ରୋଷେଇ ଗ୍ୟାସ୍
অন্য ভাষালৈ অনুবাদ :
वह गैस जो रसोई बनाने के काम आती है।
शहरों में गैस का उपयोग अधिक होता है।