অর্থ : ସଂପୂର୍ଣ୍ଣ ରୂପେ ଅଧିକ ସମୟଧରି ଯେଉଁ ଗ୍ରହଣରେ ସୂର୍ଯ୍ୟ ବା ଚନ୍ଦ୍ର ମଣ୍ଡଳ ଲୁଚି ରହିଥାଏ
							উদাহরণ : 
							ଗ୍ରହଣ କାଳରେ ଖାଲି ଆଖିରେ ଆକାଶକୁ ଅନାଇବା ମନା
							
অর্থ : କାହାରିଠୁ କିଛି ନେବାର କ୍ରିୟା
							উদাহরণ : 
							ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
							
সমার্থক : ନେବା
অন্য ভাষালৈ অনুবাদ :
অর্থ : ସୂର୍ଯ୍ୟ, ଚନ୍ଦ୍ର ବା କୌଣସି ଅନ୍ୟ ଜ୍ୟୋତିପିଣ୍ଡ ସାମ୍ନାରେ ଅନ୍ୟ ଏକ ଗ୍ରହ ବା ଉପଗ୍ରହ ଆସିଗଲେ ତା’ର ଆଲୋକ- ପ୍ରବାହରେ ବାଧାପ୍ରାପ୍ତ ହେବା
							উদাহরণ : 
							ସୂର୍ଯ୍ୟ ପରାଗ ଅମାବସ୍ୟା ଦିନ ହିଁ ହୁଏ
							
অন্য ভাষালৈ অনুবাদ :
অর্থ : ଆପଣେଇବା ବା ଗ୍ରହଣ କରିବାର ପ୍ରକ୍ରିୟା
							উদাহরণ : 
							ବିବାହର ଦୁଇବର୍ଷ ପରେ ମଧ୍ୟ ବରୁଣ ତା ସ୍ତ୍ରୀକୁ ସ୍ୱୀକାର କରିପାରିଲାନାହିଁ
							
অন্য ভাষালৈ অনুবাদ :